ଏଠାକୁ ଆସି ସାଖ୍ୟାତ କରିବା ସମ୍ଭବ ହେଉନଥିଲେ ଦୂର ସ୍ଥାନରେ ରହି ନିଜର ଜାତକ ବା ହସ୍ତରେଖା  ମାଧ୍ୟମରେ ଫଳାଦେଶ ସହ ପ୍ରତିକାର ବ୍ୟବସ୍ଥା ଚାହୁଁଥିବା ବ୍ୟକ୍ତି ମାନଙ୍କପାଇଁ  ଫୋନ ଓ ଭିଡିଓ କଲିଙ୍ଗର ବ୍ୟବସ୍ଥା କରାଯାଇ ଅଛି I ଏଭଳି ଗଣନା ଚାହୁଁ ଥିଲେ ,୨ ଦିନ ପୂର୍ବରୁ ନିଜର ଜନ୍ମ ତାରିଖ ,ସମୟ ,ସ୍ଥାନ ର ସଠିକ ବିବରଣୀ ଜଣାଇବା ଆବଶ୍ୟକ I ହସ୍ତରେଖା ରୁ ଫଳାଦେଶ ଚାହୁଁଥିଲେ ସ୍ତ୍ରୀ ଲୋକମାନଙ୍କର ବାମ ଓ ପୁରୁଷ ମାନଙ୍କର ଦକ୍ଷିଣ ହସ୍ତର   ମଣିବନ୍ଧ ଠାରୁ ଆଙ୍ଗୁଳି ଅଗ୍ର ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଫୋଟଚିତ୍ର ପଠାଇବା ଆବଶ୍ୟକ I  ଏହାସହ  ନିଜର ଆବଶ୍ୟକ ଥିବା ସର୍ବାଧିକ ୨ଟି ପ୍ରଶ୍ନ ଲେଖି ପଠାଇ ପ୍ରତିକାର ବ୍ୟବସ୍ଥା କରିପାରିବେ । ଅପଣଙ୍କ ପ୍ରଶ୍ନର ଉତ୍ତର ଓଡ଼ିଆ ,ସଂସ୍କୃତ ,ହିନ୍ଦୀ ଓ ବେଙ୍ଗଲୀ ଭାଷାରେ କେବଳ ଦିଆଯାଏ । ସମସ୍ତ ବିଦେଶୀ  କେବଳ ଇଂରାଜି ଭାଷାରେ ହିଁ କରାଯିବ I ବାସ୍ତୁ ସମ୍ବଦ୍ଧିୟ ପରାମର୍ଶ ପାଇଁ ସ୍ଥିତି ଗୃହର ପୂର୍ଣ୍ଣାଙ୍ଗ ସ୍ୱରୂପ ସୁଚାଇବା ସହ ଘଟୁଥିବା ସମସ୍ୟା ଜଣାଇ ପ୍ରତିକାର ବ୍ୟବସ୍ଥା କରାଇ ପାରିବେ I ବୁକିଂ କରିସାରିବା ପରେ ଆପଣକୁ ବାର୍ତାଳାପ ର ସମୟ ଜଣାଇଦିଆଯିବ I

ତତ୍କାଳ ପ୍ରଶ୍ନ ବିଚାର

ତତ୍କାଳିକ ସମସ୍ୟା ସମାଧାନ ନିମନ୍ତେ ପ୍ରଶ୍ନ ଭିର୍ତ୍ତିକ ଜ୍ୟୋତିଷିୟ ପରାମର୍ଶ ଦିଆଯାଏ । କୌଣସି ନାରୀର ଚରିତ୍ର ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଏବଂ ଚୋରି ସମ୍ବଧୀୟ ପ୍ରଶ୍ନ ବ୍ୟତୀତ ଯେକୌଣସି ପ୍ରଶ୍ନୋତର ଦିଆଯାଏ I ଏଥିପାଇଁ ତତ୍କାଳ ପ୍ରଶ୍ନ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରି ଫଳାଦେଶ କରାଯାଏ I ଏକକାଳୀନ ୨ଟି ପ୍ରଶ୍ନର ଉତର ଦିଆଯାଇପାରେ ଦୂରରେ ରହି ଫୋନ ମଧ୍ୟରେ ପ୍ରଶ୍ନୋତ୍ତର ପାଇବାର ବ୍ୟବସ୍ଥା ମଧ୍ୟ ଅଛି I

For Phone & Video Calling : Rs. 500     

For RTGS, IMPS and NEFT Payments

Name: Bayunandan Mishra

Bank : Central Bank of India

Branch: Bhadreswar

Account  No: 2134187980

IFSC Code: Cbin0282455

Google Pay & Phone Pay No: 9437064130